🍄🍄🍄🍄🍄🍄🍄🍄🍄🍄
=⛳= କିଛି ଜାଣିବା କଥା =⛳=
🚴🏻
👉🏿୧) ସକାଳ ୫ଟା ପୂର୍ବରୁ ଉଠନ୍ତୁ
🚴🏻
👉🏿୨) ଖାଲି ପେଟରେ ଗୋଟିଏ ଲିଟର
ଉଷୁମ ପାଣି ପିଅନ୍ତୁ ।
🚴🏻
(ପାଣି ପିଇବାର ଅଧ ଘଣ୍ଟା ଆଗରୁ କିଛି
ଖା'ନ୍ତୁ ନାହିଁ ଓ ଅଧଘଣ୍ଟା ପରେ ଯାହା ଖା'ନ୍ତୁ)
🚴🏻
👉🏿୩) ସକାଳ ଜଳଖିଆ ୮୦ ପରସେଣ୍ଟ ପେଟ ଭରି
ଖା'ନ୍ତୁ ।
🚴🏻
👉🏿୪) ମଧ୍ୟାହ୍ନ ଭୋଜନରେ ୭୦ ପରସେଣ୍ଟ ପେଟ ଭରି
ଖା'ନ୍ତୁ ।
🚴🏻
👉🏿୫) ରାତ୍ରୀ ଭୋଜନରେ ଅଧା ପେଟ ଖା'ନ୍ତୁ ।
🚴🏻
👉🏿୬) ସକାଳେ,ଦି ପହରେ ଓ ରାତିରେ ଖାଇବାର
ଅଧଘଣ୍ଟା ପରେ ଅଧା ଲିଟର ଲେଖା ପାଣି ପିଅନ୍ତୁ।
🚴🏻
👉🏿୭) ପ୍ରତିଥର ଖାଇବାର ଅଧଘଣ୍ଟା ଆଗରୁ ଗୋଟିଏ
ଗ୍ଲାସ ପାଣି ପିଅନ୍ତୁ
🚴🏻
👉🏿୮) ରାତିରେ ଭୋଜନର ୧ ଘଣ୍ଟା ପରେ ଶୁଅନ୍ତୁ
🚴🏻
👉🏿୯) ରାତିରେ ଶୋଇବା ଆଗରୁ ଏକ ଗ୍ଲାସ ଉଷୁମ
ପାଣି ପିଅନ୍ତୁ ।
🚴🏻
👉🏿୧୦) ରାତିରେ ଶୋଇବା ସମୟରେ ପ୍ରଥମେ ଚିତ୍
ହୋଇ ଶୁଅନ୍ତୁ ଓ ୩ ଟୋପା ସୋରିଷ ତେଲ🚴🏻
ନାଭିରେ ପକାନ୍ତୁ ଓ ନାଭି ଚାରିପଟେ ଟିକେତେଲ
ଧିରେ ମାଲିସ୍ କରନ୍ତୁ,ତା'ପରେ ଆରାମରେ
ଶୋଇଯାନ୍ତୁ ।
🚴🏻
👉🏿୧୧) ସପ୍ତାହରେ ୨ ରୁ ୩ ଥର ପିତା(କଲରା) ଖା'ନ୍ତୁ
୨ ରୁ ୩ ଥର ଅମୃତଭଣ୍ଡା(କଞ୍ଚା)ସନ୍ତୁଳା ଖା'ନ୍ତୁ 🚴🏻।
୨ ରୁ ୩ ଥର ଲାଉ ଖା'ନ୍ତୁ ।
(କଲରା,🚴🏻ଅମୃତଭଣ୍ଡା ଓ ଲାଉର ପରିମାଣ ଅତି
କମରେ ଥରକୁ ୨୦୦ ଗ୍ରାମ ।
🚴🏻
👉🏿୧୨) ଆଇଁଷ ଯେତେ କମ୍ ଖାଇବେ ସେତେ ଭଲ ।
ବିଲକୁଲ୍ ଆଇଁଷ ନ ଖାଇଲେ ବହୁତ ଭଲ ।
🚴🏻
👉🏿୧୩)ସକାଳେ ଗାଧୋଇଲା ବେଳେ,🚴🏻ପ୍ରଥମେ ଗୋଡଆଡୁ
ପାଣି ଢାଳି ଢାଳି ବେକଯାଏ ଗାଧାନ୍ତୁ ଓ ଶେଷରେ
ମୁଣ୍ଡରେ ପାଣି ଢାଳି ଗାଧାନ୍ତୁ ।
🚴🏻
👉🏿୧୪)ଦରକାର ନ ପଡିଲେ ଉପବାସ କରନ୍ତୁ ନାହିଁ,🚴🏻
କେବେବି ଠିଆ ଠିଆ ପାଣି ପିଅନ୍ତୁ ନାହିଁ ।
🚴🏻
👉🏿୧୫)ଲୋଭରେ କେବେବି ପେଟଭରି ଖିଆନ୍ତୁ ନାହିଁ।
ଏତିକି ମାତ୍ର ଟିକେ ପାଳନ 🚴🏻
କରନ୍ତୁ,ଆଉ ଦେଖନ୍ତୁ ଆପଣଂକ ଜୀବନ ସୁଖମୟ
ହୋଇଯିବ🚴🏻,ଆପଣ କେବେବି ରୋଗରେ ଆକ୍ରାନ୍ତ
ହେବେନାହିଁ,🚴🏻ଆନନ୍ଦରେ ଜୀବନ କାଟିବେ ।🚴🏻
<><> ଜୟ ଜଗନ୍ନାଥ <><
⛳⛳⛳good ⛳⛳⛳
⛳⛳⛳ ⛳⛳⛳
=⛳= କିଛି ଜାଣିବା କଥା =⛳=
🚴🏻
👉🏿୧) ସକାଳ ୫ଟା ପୂର୍ବରୁ ଉଠନ୍ତୁ
🚴🏻
👉🏿୨) ଖାଲି ପେଟରେ ଗୋଟିଏ ଲିଟର
ଉଷୁମ ପାଣି ପିଅନ୍ତୁ ।
🚴🏻
(ପାଣି ପିଇବାର ଅଧ ଘଣ୍ଟା ଆଗରୁ କିଛି
ଖା'ନ୍ତୁ ନାହିଁ ଓ ଅଧଘଣ୍ଟା ପରେ ଯାହା ଖା'ନ୍ତୁ)
🚴🏻
👉🏿୩) ସକାଳ ଜଳଖିଆ ୮୦ ପରସେଣ୍ଟ ପେଟ ଭରି
ଖା'ନ୍ତୁ ।
🚴🏻
👉🏿୪) ମଧ୍ୟାହ୍ନ ଭୋଜନରେ ୭୦ ପରସେଣ୍ଟ ପେଟ ଭରି
ଖା'ନ୍ତୁ ।
🚴🏻
👉🏿୫) ରାତ୍ରୀ ଭୋଜନରେ ଅଧା ପେଟ ଖା'ନ୍ତୁ ।
🚴🏻
👉🏿୬) ସକାଳେ,ଦି ପହରେ ଓ ରାତିରେ ଖାଇବାର
ଅଧଘଣ୍ଟା ପରେ ଅଧା ଲିଟର ଲେଖା ପାଣି ପିଅନ୍ତୁ।
🚴🏻
👉🏿୭) ପ୍ରତିଥର ଖାଇବାର ଅଧଘଣ୍ଟା ଆଗରୁ ଗୋଟିଏ
ଗ୍ଲାସ ପାଣି ପିଅନ୍ତୁ
🚴🏻
👉🏿୮) ରାତିରେ ଭୋଜନର ୧ ଘଣ୍ଟା ପରେ ଶୁଅନ୍ତୁ
🚴🏻
👉🏿୯) ରାତିରେ ଶୋଇବା ଆଗରୁ ଏକ ଗ୍ଲାସ ଉଷୁମ
ପାଣି ପିଅନ୍ତୁ ।
🚴🏻
👉🏿୧୦) ରାତିରେ ଶୋଇବା ସମୟରେ ପ୍ରଥମେ ଚିତ୍
ହୋଇ ଶୁଅନ୍ତୁ ଓ ୩ ଟୋପା ସୋରିଷ ତେଲ🚴🏻
ନାଭିରେ ପକାନ୍ତୁ ଓ ନାଭି ଚାରିପଟେ ଟିକେତେଲ
ଧିରେ ମାଲିସ୍ କରନ୍ତୁ,ତା'ପରେ ଆରାମରେ
ଶୋଇଯାନ୍ତୁ ।
🚴🏻
👉🏿୧୧) ସପ୍ତାହରେ ୨ ରୁ ୩ ଥର ପିତା(କଲରା) ଖା'ନ୍ତୁ
୨ ରୁ ୩ ଥର ଅମୃତଭଣ୍ଡା(କଞ୍ଚା)ସନ୍ତୁଳା ଖା'ନ୍ତୁ 🚴🏻।
୨ ରୁ ୩ ଥର ଲାଉ ଖା'ନ୍ତୁ ।
(କଲରା,🚴🏻ଅମୃତଭଣ୍ଡା ଓ ଲାଉର ପରିମାଣ ଅତି
କମରେ ଥରକୁ ୨୦୦ ଗ୍ରାମ ।
🚴🏻
👉🏿୧୨) ଆଇଁଷ ଯେତେ କମ୍ ଖାଇବେ ସେତେ ଭଲ ।
ବିଲକୁଲ୍ ଆଇଁଷ ନ ଖାଇଲେ ବହୁତ ଭଲ ।
🚴🏻
👉🏿୧୩)ସକାଳେ ଗାଧୋଇଲା ବେଳେ,🚴🏻ପ୍ରଥମେ ଗୋଡଆଡୁ
ପାଣି ଢାଳି ଢାଳି ବେକଯାଏ ଗାଧାନ୍ତୁ ଓ ଶେଷରେ
ମୁଣ୍ଡରେ ପାଣି ଢାଳି ଗାଧାନ୍ତୁ ।
🚴🏻
👉🏿୧୪)ଦରକାର ନ ପଡିଲେ ଉପବାସ କରନ୍ତୁ ନାହିଁ,🚴🏻
କେବେବି ଠିଆ ଠିଆ ପାଣି ପିଅନ୍ତୁ ନାହିଁ ।
🚴🏻
👉🏿୧୫)ଲୋଭରେ କେବେବି ପେଟଭରି ଖିଆନ୍ତୁ ନାହିଁ।
ଏତିକି ମାତ୍ର ଟିକେ ପାଳନ 🚴🏻
କରନ୍ତୁ,ଆଉ ଦେଖନ୍ତୁ ଆପଣଂକ ଜୀବନ ସୁଖମୟ
ହୋଇଯିବ🚴🏻,ଆପଣ କେବେବି ରୋଗରେ ଆକ୍ରାନ୍ତ
ହେବେନାହିଁ,🚴🏻ଆନନ୍ଦରେ ଜୀବନ କାଟିବେ ।🚴🏻
<><> ଜୟ ଜଗନ୍ନାଥ <><
⛳⛳⛳good ⛳⛳⛳
⛳⛳⛳ ⛳⛳⛳
No comments:
Post a Comment