Header Ads

test

Breaking

Post Top Ad

Your Ad Spot

27 Nov 2017

ଭଗବାନଗାନ୍ଧୀ ଆଉ ନେହେରୁ ଙ୍କୁଏମିତି କେଉଁ ସୁରକ୍ଷାକବଚ-କୁଣ୍ଡଳୀଦେଇଥିଲେ ॥


ମଙ୍ଗଳ ପାଣ୍ଡେ ଙ୍କୁ,ଫାସୀତାନ୍ତ୍ୟା ଟୋପେ ଙ୍କୁଫାସୀରାଣୀ ଲକ୍ଷ୍ମୀବାଈ ଙ୍କୁଇଂରେଜ ସେନା ଘେରିକରିମାରିଲେଭଗତ ସିଂହ ଙ୍କୁ ଫାସୀସୁଖଦେବ ଙ୍କୁ ଫାସୀରାଜଗୁରୁ ଙ୍କୁ ଫାସୀଚନ୍ଦ୍ରଶେଖର ଆଜାଦଙ୍କୁ ଇଂରେଜ ପୋଲିସଦ୍ବାରା ଏନକାଉଣ୍ଟରସୁବାଷଚନ୍ଦ୍ର ବୋଷ ଙ୍କୁନିଖୋଜ କରି ଦିଆଗଲାଭଗବତୀ ଚରଣ ଵୋହରାବମ୍ ବିସ୍ଫୋରଣରେ ମୃତ୍ୟୁରାମପ୍ରସାଦ ବିସ୍ମିଲ ଙ୍କୁଫାସୀଅସଫାକ ଉଲ୍ଲାହ ଖାନଙ୍କୁ ଫାସୀରୋଶନ ସିଂହ ଙ୍କୁ ଫାସୀଲାଲା ଲଜପତ ରାୟ ଙ୍କୁଲାଠିଚାର୍ଜ ରେ ମୃତ୍ୟୁବୀର ସାବରକର ଙ୍କୁକଳାପାଣି ଦଣ୍ଡ ଆଉଦୁଇଦୁଇ ଥର ଆଜୀବନସଶ୍ରମ କାରାଦଣ୍ଡଚାଫେକର ବନ୍ଧୁ (୩ଭାଈ)ଙ୍କୁ ଫାସୀମାଷ୍ଟର ସୂର୍ଯ୍ୟସେନ ଙ୍କୁଫାସୀଉଦ୍ଦାମ ସିଂହ ଙ୍କୁ ବିଦେଶମାଟିରେ ଫାସୀଜୟୀରାଜଗୁରୁ ଙ୍କୁଗଛଡାଳରେ ଦୁଇଫାଳ କରିଚିରି ଦିଆଗଲାବାଜି ରାଉତଙ୍କୁ ଗୁଳିକରିହତ୍ୟାଲକ୍ଷ୍ମଣ ନାଏକ ଙ୍କୁଫାସୀଏହାତ କିଛି ଲୋକଙ୍କ ନାମଯେଉଁମାନେ ସ୍ବତନ୍ତ୍ରତାସଂଗ୍ରାମ ଆଉ ଏହି ଦେଶ ରସ୍ବାଧିନତା ପାଇଁ ନିଜରସର୍ବୋଚ୍ଚ ବଳିଦାନଦେଇଛନ୍ତିଏମିତି କେତେ ଆହୁରି ବୀରଅଛନ୍ତି ମୁଁ ଆଉ ଆପଣମାନେତାଙ୍କ ନାମ ମଧ୍ୟ ଜାଣନ୍ତିନାହିଁଗୋଟେ କଥା ବୁଝାପଡୁନାହିଁଆଜିଯାଏ ଯେ ଭଗବାନଗାନ୍ଧୀ ଆଉ ନେହେରୁ ଙ୍କୁଏମିତି କେଉଁ ସୁରକ୍ଷାକବଚ-କୁଣ୍ଡଳୀଦେଇଥିଲେଯେଉଁ କାରଣରୁ ଇଂରେଜମାନେ ଦୁଇଜଣଙ୍କୁ ଫାସୀତ ଦୂରର କଥା କେବେ ଏକଲାଠିରେ ମୃଦୁ ପ୍ରହାର ମଧ୍ୟମାରିଲେ ନାହିଁ ....ତାପରେ ବି ଏଦୁଇ ଜଣଭାରତର ବାପୁ ଆଉ ଚାଚାହୋଇଗଲେ ଆଉ ଏମାନଙ୍କଉତ୍ତରାଧୀକାରୀ ଆଜି ବିସମଗ୍ର ଦେଶକୁ ନିଜରପେଟେଣ୍ଟ ବି ଭାବୁଛନ୍ତିଗଭୀର ଭାବରେ ଥରେଚିନ୍ତା କରନ୍ତୁଯିଏ ବି ହେଉ ମୋତେ ଏସନ୍ଦେଶ ପଠାଇଛନ୍ତିତାଙ୍କୁ ଅଶେଷ ଅଶେଷଧନ୍ୟବାଦ, ଦୟାକରି ଆପଣବି ସମସ୍ତଙ୍କ ପାଖକୁପଠାନ୍ତୁ ।
   
               

No comments:

Post a Comment

Post Top Ad

Your Ad Spot

Pages