Header Ads

test

Breaking

Post Top Ad

Your Ad Spot

27 Nov 2017

ହସି ହସି ମଲି #@୦୧


ସିପୁନ୍--ଦେଖ୍ ,ମୁଁ ଗୋଟେ ନୂଆ ମୋବାଇଲ କିଣିଛି ।

ରିଙ୍କୁ--କ'ଣ କହୁଛୁ ତୁ !
ଆଜି ତ ମତେ ପାର୍ଟି ତ ଦବାକୁ ପଡିବ ତତେ ।

ସିପୁନ୍--ଠିକ୍ ଅଛି, ଆଜି ରାତିରେ ଶାନ୍ତି ସୁଇଟ୍ସ କୁ ଜିବା। ଆଜ୍ କି ପାଟି ମେରି ତରଫ୍ ସେ ।

ରିଙ୍କୁ --OK ; ମୁଁ ବି ତତେ ଗୋଟିଏ Gift ଦେବି ।
(ରାତିରେ ଦୁହେଁ ହୋଟେଲ ରେ ଦେଖାହେଲେ)

ରିଙ୍କୁ--ଆରେ ସାଙ୍ଗ ତୁ ତ ଏତେ ଗରିବ । ବହୁ କଷ୍ଟ ରେ କିଛି ଟଙ୍କା ଏକାଠି କରି ମୋବାଇଲ ଫୋନ କିଣିଲୁ , ଆଉ ଆଜି ମୋତ ପାର୍ଟି ଦେଉଛୁ !! ତୁ ଏତେ ଟଙ୍କା ଆଣିଲୁ କୋଉଠୁ.. ?

ସିପୁନ୍--ପାର୍ଟି ପାଇଁ ମୁଁ ମୋ ମୋବାଇଲ୍ ବିକିଦେଲି। ମୁଁ ତୋ ପାଇଁ କିଛିବି କରିପାରେ.. ଏପରିକି ମୋ ଜୀବନ ବି.....

ରିଙ୍କୁ --ବାସ୍ ବାସ୍ ,ବହୁତ ହେଇଗଲା । ମୁଁ ଜାଣିଥିଲି ତୁ ଏମିତି କିଛି କରିବୁ ବୋଲି । ଏଥିପାଇଁ ତୁ ଯେଉଁ ଦୋକାନ ରେ ତୁ ତୋ ମୋବାଇଲ୍ ବିକିଥିଲୁ ମୁଁ ସେହି ଦୋକାନରୁ ତୋ ମୋବାଇଲ୍  କିଣି ଆଣିଲି । ନେ ଏଇଟା ମୋ ତରଫରୁ ତୋ ପାଇଁ Gift .

" ଜିବନକୁ ନେଇ ସାଙ୍ଗ ନୁହେଁ ବରଂ ସାଙ୍ଗ କୁ ନେଇ ଜୀବନ ଅଟେ "

SO,,,,,,,,,, I ,,,,,,,,,,,,   
    ,,,,,,,,LOVE,,,,,,,
    ,,,,,,,, MY ,,,,,,,,,
    ,,,,,,,, ALL ,,,,,,,,
    ,,,,FRIENDS,,,,
🌷🌷🌷🌷🌷🌷

ଆପଣ ବି ଆପଣଙ୍କର ସାଙ୍ଗ ମାନଙ୍କୁ ଫରୱାର୍ଡ କରନ୍ତୁ...
ଯାହାକୁ ଆପଣ ଜୀବନ ଠାରୁ ଅଧିକ ଭଲ ପାଆନ୍ତି... 👬ଯଦି ମୁଁ ତାହାଲେ ମତେବି

No comments:

Post a Comment

Post Top Ad

Your Ad Spot

Pages