Header Ads

test

Breaking

Post Top Ad

Your Ad Spot

27 Nov 2017

ଚିନ୍ତା କରନ୍ତୁ ଯଦି ନରେନ୍ଦ୍ର ମୋଦି ଆହୁରି ପାଞ୍ଚ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଭାବେ ରହିବେ ତ କଣ ହେବ


ଚିନ୍ତା କରନ୍ତୁ ଯଦି ନରେନ୍ଦ୍ର ମୋଦି ଆହୁରି ପାଞ୍ଚ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଭାବେ ରହିବେ ତ କଣ ହେବ
ଆଜି କିଛି ତୁଳନାତ୍ମକ ଅଧ୍ୟୟନ କରୁଛି
👉ଏକଦା ଆଫଗାନିସ୍ତାନ ରେ ବୌଦ୍ଧ ମଠ, ମନ୍ଦିର କୁ ତୋପ ସାହାଯ୍ୟ ରେ ଉଡାଇ ଦିଆଯାଇଥିଲା । ଆଉ ଆଜି ସେଠାକାର ରାଷ୍ଟ୍ରପତି ଆମ ଦେଶ ପାଇଁ ଏତେ ଘନିଷ୍ଠ ବନ୍ଧୁ ଯେ ଆମଦେଶ ଉପରେ ଆତଙ୍କବାଦୀ ଆକ୍ରମଣ ହେଲା ତ ସେ   ସାର୍କ ସମ୍ମିଳନୀ କୁ ପାକିସ୍ତାନ ଯିବା ପାଇଁ ମନା କରିଦେଲେ ।
👉ଏକଦା ଯେତେବେଳେ ଇରାନ ଆମର କୌଣସି କଥା ଶୁଣୁ ନଥିଲା, ଆଜିସେ ଭାରତ କୁ ଚବାହାର ବନ୍ଦର ନିର୍ମାଣ ଆଉ ଇରାନ ରେ ଆମ ସୈନିକ ରଖିବା ପାଇଁ ଅନୁମତି ପ୍ରଦାନ କରିଛି ।
👉ଏକଦା ସମୟ ଥିଲା ଉତ୍ତର ପୂର୍ବ ଭାରତ ରେ ଆତଙ୍କବାଦୀ ମାନେ ଆକ୍ରମଣ କରି ମ୍ୟାଁମାର ଖସି ପଳାଉଥିଲେ । ଆଜି ସେଠାକାର ସରକାର ର ସହଯୋଗ ରେ ଇଣ୍ଡିଆନ ଆର୍ମି ସେଠାକୁ ଯାଇ ତାଙ୍କ ଆତଙ୍କବାଦୀ ଶିବିର କୁ ବିଧ୍ବଂସକରି ଫେରିଆସିଲେ ।
👉ଏକଦା ସମୟ ଥିଲା ଯେତେବେଳେ ଆରବ ଦେଶ ପାକିସ୍ତାନ ସହ ଛିଡା ହେଉଥିଲେ । ଦାଉଦକୁ ବର୍ଷ ବର୍ଷ ଧରି ଶରଣ ଦେଉଥିଲେ। ଆଜି ସାଉଦିଆରବ ଦାଉଦର ସମସ୍ତ ସମ୍ପତ୍ତି କୁ ବ୍ୟାଜ୍ୟାପ୍ତି କରିଦେଇଛି ।
👉ଏକଦା ସମୟ ଥିଲା ମୁସଲିମ ଦେଶ ଭାରତ କୁ ଦୁର୍ବଳ ଆଉ ଗରିବ ଭାବୁଥିଲେ । ଆଜି କଣ ହେଲା ଯେ ସେମାନେ ଭାରତ ର ପିଏମ୍ ର ଆଗମନରେ ନିଜ ଦେଶ ରେ ପ୍ରଥମ ହିନ୍ଦୁ ମନ୍ଦିର ନିର୍ମାଣ ପାଇଁ ଜମି ଦେଇଦେଲେ ।
👉ଆଜି ଅଚାନକ କଣ ହେଲା ଯେ ବୁର୍ଜ ଖଲିଫା ତ୍ରୀରଙ୍ଗା ରଙ୍ଗ ରେ ରଙ୍ଗାୟିତ ହେବାରେ ଦେଖିବାକୁ ମିଳିଲା ।
👉ଆଜି ଅଚାନକ କଣ ହେଲା ଯେ ଆମ ୨୬ ଜାନୁଆରୀ ପ୍ୟାରେଡ଼ ରେ UAE ର ଫୌଜଦଳ ସାମିଲ ହୋଇଗଲେ ।
👉ଆଜି ଅଚାନକ କଣ ହେଲା ଯେ ଭାରତ ର ଏତେ ସାହସ, ସାମର୍ଥ୍ୟ ଆସିଗଲା ଯେ ଚୀନ ସୀମାରେ ଅରୁଣାଚଳ ପ୍ରଦେଶର ବୋର୍ଡର ସଡକ ନିର୍ମାଣ କରିଦେଲା, ହବାଇ ପଟ୍ଟି ନିର୍ମାଣ କଲା, ୧୦୦ ମିଶାଇଲ ବି ସାମିଲ କରିଦେଲା ଆଉ ଟ୍ୟାଙ୍କ ଡିଭିଜନ ପୋଷ୍ଟ କରିଦେଲା ।
👉ଆଜି ଅଚାନକ କଣ ହୋଇଗଲା ଯେ USA ର ନବନିର୍ବାଚିତ ପ୍ରେସିଡେଣ୍ଟ ସର୍ବପ୍ରଥମେ ଭାରତ ର ପ୍ରଧାନମନ୍ତ୍ରୀ ଙ୍କୁ ଫୋନ କରି କୃତଜ୍ଞତା ବ୍ୟକ୍ତ କଲା ।
👉ଆଜି ଅଚାନକ କଣ ହେଲା ଯେ ଅଷ୍ଟ୍ରେଲିଆ ଭାରତ କୁ ଇଉରାନିୟମ ଦେବାପାଇଁ ରାଜି ହୋଇଗଲା ।
👉ଆଜି ଅଚାନକ କଣ ହେଲା ଯେ ଜାପାନ ଭାରତ ସହିତ ମିଳିତ ଯୁଦ୍ଧ୍ୟାଭ୍ୟାସ କଲା ।
👉ଆଜି ଅଚାନକ ଇସ୍ରାଏଲ କହିଲା ଭାରତ ସହ ଯୁଦ୍ଧ କରିବା ପୂର୍ବରୁ ପ୍ରଥମେ ଇସ୍ରାଏଲ ସହ ଯୁଦ୍ଧ ସାମନା କରିବାକୁ ପଡିବ ।
👉 ଏତେସବୁ ଦେଖିଲା ପରେ ମନ ମୋର ଉତ୍ତର ଦେଲା ଏହି ସବୁ ପରିବର୍ତ୍ତନ ଆସିଛି ମାତ୍ର ୩ବର୍ଷ ରେ ମୋଦିଜୀ ଙ୍କ ଆଗମନ ସହିତ ।
🔷ପ୍ରଶ୍ନ- କଣ ଭାରତ ରେ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ବର୍ତ୍ତମାନ ନେତା ମାନଙ୍କ ପରି ଲାଲୁ, ମୁଲାୟମ, ଅଖିଳେଶ, ସୋନିଆ, ମମତା,ନବୀନ, ମାୟାବତୀ, କେଜରିୱଲ, ରାହୁଲ ଆଦିଙ୍କ ମଧ୍ୟରୁ କୌଣସି ନେତା ଙ୍କ ର ଏହି ଦକ୍ଷତା ଅଛି ଯେ ସାରା ବିଶ୍ବକୁ ନିଜ ପକ୍ଷରେ ଆଣି ନତମସ୍ତକ କରିପାରିବ ??
ଆଜି ଦେଶର ଏମିତି ପରିବେଶ ଆସିଯାଇଛି ଯେ ସବୁ ପ୍ରକାର ଛଦ୍ମସେକୁଲାରବାଦୀ,  ରାଷ୍ଟ୍ରଦ୍ରୋହୀ, ଗଦ୍ଦାର ଙ୍କୁ ଦେଶଦ୍ରୋହୀ ଘୋଷିତ କରିଦିଆଯାଉ ବୋଲି ଜନମାନସରେ ଦାବି ଉଠିଲାଣି !!
🔸🔸🅰💲🆗🔸🔸
ମୋ ଜୀବନ ହେଉଛି ତ୍ରୀରଙ୍ଗା
ମୋ ମାଆ ହେଉଛି ଭାରତ
ବନ୍ଦେମାତରମ୍ ।
🔶🔶🔶🔶🔶🔶🔶🔶
🇮🇳Yes we can
Bharat Mata ki jai🇮🇳

No comments:

Post a Comment

Post Top Ad

Your Ad Spot

Pages