ଏକ ଏମିତି ସତ୍ୟ ଯାହା ଆଜି ପର୍ଯ୍ୟନ୍ତ ଆପଣଙ୍କୁ କେହି କହିନାହାନ୍ତି ???
କେବଳ ଭାରତରେ ୩ଲକ୍ଷ ମସ୍ଜିଦ ଅଛି ।
ଯାହା ଅନ୍ୟ କୌଣସି ଦେଶରେ ନାହିଁ ।
ୱସିଂଟନରେ ୨୪ଚର୍ଚ୍ଚ
ଇଟାଲୀର ମିଲାନ ସହରରେ ୬୮ ଚର୍ଚ୍ଚ ଅଛି।
ଯାହାକି କେବଳ ଦିଲ୍ଲୀରେ ୨୭୧ ଟି ଚର୍ଚ୍ଚ ଅଛି ।
ତଥାପି ହିନ୍ଦୁ ସାଂମ୍ପ୍ରଦାୟିକ ?
କେହି ସେକୁଲାର ପାଖରେ ଏହାର ଜବାବ ଅଛି କି ???
ମୁଁ ଆଜି ଯାଏ ଦେଖିଆସୁଛି
ରାମ ବୁଟ ହାଉସ
ଲକ୍ଷ୍ମଣ ଲେଦର ଷ୍ଟୋର
ମା ଲକ୍ଷ୍ମୀ ଲସି ଭଣ୍ଡାର
ଶଙ୍କର ଛାପ ଖଇନି ବା ତମ୍ବାଖୁ
ବଜରଙ୍ଗ ପାନ ଦୋକାନ
ଗଣେଶ ଛାପ ବିଡି
ଶ୍ରୀକୃଷ୍ଣ ଛାପ ପଟାଖା
ସରସ୍ବତୀ ବାର ଏଣ୍ଡ ରେଷ୍ଟୋରେଣ୍ଟ
ଜୟ ମା ଦୁର୍ଗା ହୋଟେଲ
ଭଦ୍ରକାଳୀ ଚା ଜଳଖିଆ ଦୋକାନ
ଏହିପରି ପ୍ରଡକ୍ଟ ଆଉ ଦୋକାନ ଆପଣଙ୍କ ସହରରେ ସବୁଆଡେ ଦେଖିପାରିବେ ।
କିନ୍ତୁ ଆଜି ଯାଏ ମୁଁ
ଆଲ୍ଲା ଛାପ ଗୁଟଖା
ଖୁଦା ଛାପ ବିଡି
ଇସାମସିହା ଛାପ ହୋଟେଲ , ବାର, ରେଷ୍ଟୁରାଣ୍ଟ ଦେଖିନାହିଁ ।
ମୁସଲମାନ ଆଉ ଖ୍ରୀଷ୍ଟିୟାନ ଠାରୁ
ଆମେ ହିନ୍ଦୁ
ଏହା ଶିକ୍ଷା ନେବା ଆବଶ୍ୟକ ଯେ
ନିଜ ଧର୍ମର ସମ୍ମାନ କେମିତି କରିବା ଦରକାର ।
ଆପଣ ଭଗବାନଙ୍କ ପ୍ରତୀକ ଚିହ୍ନ ବା ଫଟୋ କୁ ନାଳ ନର୍ଦ୍ଦମା ଆଉ ରାସ୍ତାରେ ଫୋପାଡନ୍ତୁ ନାହିଁ ।
ନିଜ ଧର୍ମର ସମ୍ମାନ କରନ୍ତୁ ।
ସମ୍ଭବ ହେଉଛି ତ ଏମିତି ଚିହ୍ନ ଥିବା ବସ୍ତୁ କିଣନ୍ତୁ ନାହିଁ ।
କମ୍ପାନୀ ମାନେ ଆପଣା ଛାଏଁ ସୁଧୁରି ଯିବେ ।
🙏🏻ଅତି କମ ରେ ଜଣଙ୍କ ପାଖକୁ ଏ ମେସେଜ ପଠାନ୍ତୁ ।👏🏻
No comments:
Post a Comment