ଛାଡ ଖାଇ ଆପଣଙ୍କ ରାଶି ରେ କେମିତି ମନାଇବେ-
ମେଷ - ଖାସୀ ମାଂସ ତରକାରୀ .
ବୃଷ - ଦେଶୀ କୁକୁଡ଼ା ଝୋଳ .
ମିଥୁନ - ଚୁନା ମାଛ ବେସର .
କର୍କଟ - ମାଟି ହାଣ୍ଡି ମାଂସ .
ସିଂହ - ମାଣ୍ଡିଆ କଙ୍କଡା ଝୋଳ .
କନ୍ୟା - ହିଲିଶା ବେସର .
ତୁଳା - କୁକୁଡ଼ା ମାଂସ ତରକାରୀ .
ବିଛା - ରୋହି ମାଛ ଝୋଳ .
ଧନୁ - ନଈ ଚିଙ୍ଗୁଡ଼ି ଝୋଳ .
ମକର - ପୋହଳା ମସଲା .
କୁମ୍ଭ - ଅଣ୍ଡା ତରକାରୀ
ମିନ - ପୋଇ ଚିଙ୍ଗୁଡ଼ି .
ବି.ଦ୍ର - ଯେଉଁମାନଂକୁ ନିଜ ରାଶି ଜଣା ନାହିଁ , ସେମାନେ ଗଂଜା ଅଣ୍ଡା ବା ସାଧା ଖାଆନ୍ତୁ !
ମେଷ - ଖାସୀ ମାଂସ ତରକାରୀ .
ବୃଷ - ଦେଶୀ କୁକୁଡ଼ା ଝୋଳ .
ମିଥୁନ - ଚୁନା ମାଛ ବେସର .
କର୍କଟ - ମାଟି ହାଣ୍ଡି ମାଂସ .
ସିଂହ - ମାଣ୍ଡିଆ କଙ୍କଡା ଝୋଳ .
କନ୍ୟା - ହିଲିଶା ବେସର .
ତୁଳା - କୁକୁଡ଼ା ମାଂସ ତରକାରୀ .
ବିଛା - ରୋହି ମାଛ ଝୋଳ .
ଧନୁ - ନଈ ଚିଙ୍ଗୁଡ଼ି ଝୋଳ .
ମକର - ପୋହଳା ମସଲା .
କୁମ୍ଭ - ଅଣ୍ଡା ତରକାରୀ
ମିନ - ପୋଇ ଚିଙ୍ଗୁଡ଼ି .
ବି.ଦ୍ର - ଯେଉଁମାନଂକୁ ନିଜ ରାଶି ଜଣା ନାହିଁ , ସେମାନେ ଗଂଜା ଅଣ୍ଡା ବା ସାଧା ଖାଆନ୍ତୁ !
No comments:
Post a Comment