Header Ads

test

Breaking

Post Top Ad

Your Ad Spot

28 Nov 2017

Friends ଆଜି ଆମେ ଦେଖିବା (love ବଡ ନା friend ବଡ)


Friends     ଆଜି ଆମେ ଦେଖିବା    (love  ବଡ  ନା    friend    ବଡ)
  ଗୋଟିଏ ପୁଅ  କୁ  cancer  ହୋଇଥିଲା ତା ପାଖରେ କେବଳ ଗୋଟିଏ ଦିନ  time ଥିଲା   ବଚିଂବା  ପାଇଁ         ସେ ପୁଅ ଟି   hospital  ରେ ଥିଲା   ସେ ପୁଅ ଟି ତାକୁ cancer  ହୋଇଛି ବୋଲି କାହାକୁ କିଛି କହୀ ନଥିଲା      ସେ ପୁଅ ର  ଗୋଟିଏ girlfriend ଭି ଥିଲା ସେ ପୁଅ ଟି ଭାବିଲା ମୁ କେବଳ ଆଊ  ଗୋଟିଏ ଦିନ ବଚିଂବୀ  ତା ଆଗରୁ ସମସ୍ତଙ୍କ ସହିତ କଥା ହେଇଜିବୀ
ତା ପରେ ସେ ପୁଅଟିଏ   first  ତାର girlfriend ପାଖକୁ message କରିଲା ସେ ଲେଖିଥିଲା  ମୁ ସବୁଦିନ ପାଇଁ ତମକୁ ଛାଡି ଚାଲି ଜାଉଛି  ତମ ସହିତ ଆଉ କେବେ ଭି କଥା ହୋଇ ପାରିବିନି      ତାର girlfriend  ତାକୁ reply କରିଲା      ଏମିତି କାହିଁକି କହୁଛ  ମୁ କିଛି ଭୂଲ କରିଛି କି ତା  ପରେ ପୁଅ ଟି ଲେଖିଲା    ସେମିତି କିଛି ନାହି   ତମେ ମତେ ଭୁଲି ଜାଅ
ତା ପରେ ସେ ପୁଅ ଟି  ତାର friends  ମାନଙ୍କୁ message  କରିଲା    ମୁ ସବୁଦିନ ପାଇଁ  ତମ ମାନଙ୍କୁ ଛାଡି ଚାଲି ଜାଉଛି   ତମ ମାନଙ୍କୁ ମୁ କେବେ ଭି ଭୁଲି ପାରିବିନି  ଲେଖୀକି  message  କରିଲା ତା ପରେ ତାର  friends  ମାନେ ତାକୁ reply  କରିଲେ         ଆବେ  ତୁ  ଏବେ କଣ କରୁଚୁ    କେଉଁଠି ଅଛୁ   ଏମିତି     message  କାହିଁକି  କରିଲୁ   ଠିକ୍ ଅଛି  ତୁ  ଏକୁଟିଆ କୁଆଡେ ଜାଉଛୁ    କେଉଁଠାରୁ ଅଛୁ  କହ    ଆମେ ଭି  ତୋ ସାଥିରେ ଜିବୁ ଆମକୁ ଏକୁଟିଆ ଛାଡି କୁଆଡେ ଜାଉଛୁ   ତୁ କେଉଠେ ଅଛୁ କହ   ଆମେ  ସବୁ ସମସ୍ତେ ମିଶି କରି ଜିବା     friends ମାନଙ୍କ   ଏହି କଥା ସୁଣି  ସେ ପୁଅର ଆଖି ରୁ  ଲୁହ ବାହାରି ପଡିଲା                   
ଦେଖିଲେ  ତ  ସାଙ୍ଗମାନେ ସାଙ୍ଗମାନଙ୍କ ଠୁ  ବଡ କେହି ଭି ହୋଇପାରେ ବେନି       କାହିଁକି ନା  ଆମଆମର ସାଙ୍ଗମାନେ  ସବୁ ବେଳେ ଆମ ସାଥୀରେ ରୁହନ୍ତି       girlfriend  ତ  କେବଳ  time pass ହେଲେ ସାଙ୍ଗମାନେ  time pass ନୁହ   ସେ ସବୁବେଳେ ଆମ ସାଥିରେ ରୁହନ୍ତି           friend  is   friend           I love u   friends     ସାଙ୍ଗ ମାନଙ୍କୁ  ଜଦି ସତରେ    love  କରୁଛ      ତାହାହେଲେ   share  କର   ଜଦି ସାଙ୍ଗକୁ love କରୁନ     ତାହାହେଲେ  ଏହି  post  କୁ  delete  କରିଦିଅ      ତମକୁ ତମ ସାଙ୍ଗ ର   ରାଣ     
😥😣😣😔😖😓😫           ଆପଣଙ୍କ   best friend

No comments:

Post a Comment

Post Top Ad

Your Ad Spot

Pages