Header Ads

test

Breaking

Post Top Ad

Your Ad Spot

4 Dec 2017

💪💀💪💀💪 ଗଞ୍ଜାମ ବାସି ଭାରି ସାହସି.


ଗଞ୍ଜାମ ବାସି ଭାରି ସାହସି
୧-  👨ଗୋଟିଏ ଲୋକ ବସ୍ ରେ ଝରକା ବାହାରକୁ ମୁଣ୍ଡ ବାହାର କରି ପଚାରିଲା " ଭାଇ ଏଇଟା କୋଉ ଗାଁ ?" 🏠🏠🏠

Bus stand ରେ ଛିଡା ହେଇଥିବା ଟୋକା ସେ ଲୋକଟିକୁ ଜୋରେ ଗୋଟିଏ ଚାପୁଡା ମାରିଲା 👋👋👋

କହିଲା ମୁଁ କଣ ତୋ ବୋପାର ଚାକର , ନିଜେ ତଳକୁ ଆସି ଦେଖୁନୁ🌿

🕴ଲୋକଟି ତଳକୁ ଆସି ଦେଖିଲା ଲେଖା ହେଇଛି "WELCOME TO GANJAM " 🌿

********

୨- ଥରେ ଜଣେ 🏫 School👳Teacher ଜଣେ ଗଞ୍ଜାମ ର School ପିଲା କୁ ପଚାରିଲା,🌿

👳Teacher- ଗୋଟେ କଥା କହ, ଯେ ତମ ଗଞ୍ଜାମର ପିଲାମାନେ ପଢିବାରେ କାହିଁକି ମନ ଦଉ ନାହାନ୍ତି🌿

👨 ଗଞ୍ଜାମର  ପିଲାଟି କହିଲା- ପିଲାମାନେ କେବଳ ଦୁଇଟା କାରଣ ପାଇଁ ପାଠ ପଢନ୍ତି🌿
    
      👉୧-  ଡରରେ
     👉୨- ଖୁସିରେ

ଖୁସିରେ ପାଠ ପଢିବାକୁ ମୋର ଇଛ୍ଛା ନାହିଁ, କି ମୁଁ କାହାର ବାପା କୁ ଡରେନାହିଁ   💪💀💪💀💪

********

୩- ଥରେ ଅନ୍ୟ ଗାଁ ର ଲୋକମାନେ ଭାବିଲେ ଗଞ୍ଜାମ ବାସି ଙ୍କୁ ହଇରାଣ କରିବା ପାଇଁ 👨‍👨‍👦👨‍👨‍👦👨‍👨‍👦

ବହୁତ ଭାବିଲା ପରେ Google ରେ Search କଲେ 🌍🌍🌍

🌎🌎🌎 Google ର ଉତ୍ତର ଆସିଲା, ନିଜ ଔକାତରେ  ରହିକି Search କର,🤔🤔🤔

 ଗଞ୍ଜାମ ବାସି ସହିତ ଝଗଡା କଥା ଚିନ୍ତା ବି କରନା, 😷😷😷

କାରଣ କଥାରେ ଅଛି : ଯେଉଁ ପବନରେ ଘର ଭାଙ୍ଗି ଉଡିଯାଏ,🏘🏘🏘

ଗଞ୍ଜାମର ଲୋକମାନେ ସେହି ପବନରେ ନିଜର ଲୁଗାପଟା ଶୁଖାଇଥାନ୍ତି  ।👕👕👖👖👗👗👚👚

********

୪-  ଆଖପାଖ କିଛି town ର ଲୋକମାନେ ଶେଷରେ ଭଗବାନ୍ ଙ୍କୁ କହିଲେ... 👩‍👩‍👧‍👧👩‍👩‍👧‍👧👩‍👩‍👧‍👧

ଭଗବାନ୍ ଆପଣ ହିଁ ଗଞ୍ଜାମ ଲୋକମାନଙ୍କର କିଛି କରିପାରିବେ,⛪⛪🏰🏰

ଭଗବାନ୍ କହିଲେ-- ଆବେ ଚୁପ୍ ବେଇମାନ୍, ଚୋର, ବଦମାସ୍ 💂💂💂

ମୁଁ ଗଞ୍ଜାମ ବାସିଙ୍କୁ ବହୁତ ଭଲପାଏ💏💏👨‍❤‍💋‍👨👩‍❤‍💋‍👩👩‍❤‍💋‍👩

ମୁଁ ଜାଣିଛି ଗଞ୍ଜାମ ର ଟୋକାମାନେ ଟିକେ ମଦ ପିଅନ୍ତି....🍷🍷🍷

କିନ୍ତୁ ଏମାନଙ୍କ ହୃଦୟ ବହୁତ ଭଲ ଏବଂ ଏମାନେ ସଚୋଟ୍ ଅଟନ୍ତି,❤❤❤

ଝିଅ ପିଲାମାନଙ୍କୁ ସମ୍ନାନ କରନ୍ତି,🙎🙎🙎

ଅନ୍ୟର ଖୁସି ପାଇଁ ଲଢେଇ କରନ୍ତି,🔨🔨🏑🏑🏏🏏

ସମସ୍ତେ ଭାଇ ଭାଇ ପରି ମିଶିକି ଚଳନ୍ତି  ।👬👬👬

ଯଦି ଗଞ୍ଜାମ ଟୋକା ତ ଗୋଟେ Share  କରନ୍ତୁ👲👲

No comments:

Post a Comment

Post Top Ad

Your Ad Spot

Pages